( ବିୟୁରୋ ରିପୋର୍ଟ )
ବାଣପୁର :ଖୋର୍ଦ୍ଧା ଜିଲ୍ଲା ବାଣପୁର ଆରାଙ୍ଗ ଓ କଦମ ଝୋଲା ଗ୍ରାମରେ ଆଜି ଦିବା ଦୁଇଘଣ୍ଟା ସମୟରେ ବଜ୍ରାଘାତ ଘଟି ଦୁଇ ଯୁବକ ଙ୍କ ମୃତୁ ହେବା ସହ ତିନିଜଣ ଗୁରୁତ୍ୱର ଆହତ ହୋଇଛନ୍ତି ମୃତ ଯୁବକ ହେଲେ ଅରାଙ୍ଗ ଗ୍ରାମର ରଂଜତ ରଣସିଂ(22 )ଓ କଦମ ଝୋଲା ଗ୍ରାମର ଅମର ଶବର( 14) ଙ୍କ ମୃତୁ ହୋଇଛି ଦୁଇଜଣଙ୍କ ଶବ ବାଣପୁର ମେଡିକାଲ ରେ ଥିବାରୁ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.