ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ପୁରୁଣକଟକ ଥାନା ସଲକଟ ଗ୍ରମାରେ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ରବିବାର ଦିନ ଚଢାଉ କରି ଗ୍ରାମର ସୁରେଶ ମୁଖି (୫୦) ନାମକ ବ୍ୟକ୍ତିଙ୍କୁ ଗିରଫ କରି ନିକଟ ରୁ ୧୦ ଲିଟର ଦେଶୀ ମହୁଲି ଜବତ କରାଯାଇ ମାମଲା ରୁଜୁ କରାଯାଇଥିବା ବେଳେ ଅନ୍ୟ ପଟେ ବୌଦ୍ଧ ଥାନା ପଙ୍କୁଆଲ ଜଙ୍ଗଲ ଭିତରୁ ୨୦୦୦ ଲିଟର ମହୁଲ ପୋଚ୍ ନଷ୍ଟ କରାଯାଇଥିବା ବେଳେ ୪୦ ଲିଟର ଦେଶୀ ମହୁଲି ଜବତ ବିଭାଗ ପକ୍ଷରୁ ଜବତ କରାଯାଇଥିଲା। ଏ ନେଇ ପୃଥକ ପୃଥକ ମାମଲା ରୁଜୁ ହୋଇଥିବା ନେଇ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.