ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର)- ଛତ୍ରପୁର ଠାରେ ୬୨ ତମ ଗୃହରକ୍ଷୀ ଦିବସ ପାଳନ ଅବସରରେ କୋଦଳା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ବିରୁପାକ୍ଷ ପଣ୍ଡା ଓ ଲକ୍ଷ୍ମୀ କାନ୍ତ ବେହେରା ଦକ୍ଷିଣାଞ୍ଚଳ ଡି ଆଇ ଜି ଶ୍ରୀଯୁକ୍ତ ସାର୍ଥକ ଷଡ଼ଙ୍ଗୀ ପୁରସ୍କୃତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ ପି କାଁହୁ ଚରଣ ବେହେରାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ପୁରସ୍କୃତ ହୋଇଥିବା ଗୃହରକ୍ଷୀ ଶ୍ରୀମାନ ପଣ୍ଡା ଓ ବେହେରା ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଓ କୋଦଳା ଥାନା ଅଧିକାରୀ ସୁବାସ ଚନ୍ଦ୍ର ବେହେରା ଙ୍କୁ ସାଧୁବାଦ ଜଣାଇଛନ୍ତି।
More Stories
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ