ରିପୋର୍ଟ :ରାକେଶ ମହାରଣା
କୋଦଳା(ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତରେ ଥିବା ତାଳସର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସଏମସି କମିଟି ଗଠିତ ହୋଇ ଯାଇଛି । ଏହି ବୈଠକରେ ନୂତନ ସଭାପତି ଭାବେ ରଘୁନାଥ ଭୂୟାଁ (ନିଲୁ),ଉପ ସଭାପତି ଭାବେ ସ୍ଵପ୍ନାରାଣୀ ଭୂୟାଁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଅନ୍ୟ ନଅ ଜଣ କମିଟି ସଦସ୍ୟ ଭାବେ ଟୁଟୁ ସେଠୀ,ଭଗବାନ ସାହୁ,ରୂପା ନାୟକ,ସୁନୀତା ବିଷୋୟୀ,ନମିତା ମହାରଣା,ସସ୍ମିତା ପଣ୍ଡା,କୃଷ୍ଣଚନ୍ଦ୍ର ସାହୁ,ଦିଲ୍ଲୀପ ସ୍ୱାଇଁ,ନାରାୟଣ ଭୂୟାଁ ନିର୍ବାଚିତ ହୋଇଥିବା ବେଳେ ସହଯୋଗୀ ଭାବେ ସଞ୍ଜୟ କୁମାର ସାହୁ,ବୁଲୁ ଭୂୟାଁ,ଶ୍ରୀକାନ୍ତ ଜେନା,ପବିତ୍ର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ