(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )
ପ୍ରେମକରୀ ବିଭାହ କରି ଥିଲା ଆଲୋକ ଦିଗାଲ ପ୍ରେମ ସରିଗଲା ଜୀବନରୁ ମାରି ଗଛରେ ଟାଙ୍ଗୀଦେଇଥିଲା ଏକ ମାସ ହେଲା ନିଖୋଜ ଥିବା ଯୁବତୀର ଝୁଲନ୍ତା ମୃତଦେହ ଉଦ୍ଧାର।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜ୍ରାକିରାହା ନିକଟବର୍ତୀ ଆଡାସରୁ ପାହାଡ଼ ରେ ଯୁବତୀଙ୍କ ମୃତ ଦେହ ଠାବ । ମିଳିଲା ଠାବ ହୋଇଥିବା ମୃତ ଯୁବତୀ ଙ୍କ ପରିଚୟ ।ମୃତକ ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତ ର ବରିକିଆ ଗ୍ରାମର 20 ବର୍ଷୀୟ ଶାନ୍ତିଲତା ଦିଗାଲ । ପିତା ଚରଣ ଦିଗାଲ ଙ୍କ ଝିଅ ଦୁଇ ବର୍ଷ ପୂର୍ବେ ଜ୍ରାକିମାହା ପଞ୍ଚାୟତ ବ୍ରୁଙ୍ଗୀଜଡ଼ି ଥାନା ପିରିଙ୍ଗିଆ ଗ୍ରାମ ର ଆଲୋକ ଦିଗାଲ ଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ଏହା ଆତ୍ମହତ୍ୟା ନୁହେଁ ଏହା ହତ୍ୟା କରାଯାଇ ଥିବା,ଅଭିଯୋଗ ଆଣିଲେ ବାପା ଚରଣ ଦିଗାଲ ଏବଂ ପରିବାରବର୍ଗ। ମୃତ ଶବ କୁ ଚିହ୍ନଟ କଲେ ପରିବାର ଲୋକେ। ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଶାନ୍ତିଲତା ଦିଗାଲ ସାନ ଭଉଣୀ ସଙ୍ଗୀଲ ତା ଦିଗାଲ ଙ୍କୁ ଫୋନ ମଧ୍ୟରେ କହି ଥିଲା ମତେ ମାଡ଼ ମାରିଛନ୍ତି ମୁଁ ବଞ୍ଚିବି ନାହିଁ ସେହି ଖବର ପାଇ ବାପା ଚରଣ ଦିଗାଲ ପ୍ରଥମେ ବାଲିଗୁଡ଼ାଥାନାରେ ଲିଖିତ ଅଭିଯୋଗ ପରେ ପିରିଙ୍ଗିଆ ଥାନା ରେ ପହଞ୍ଚି ଝିଅ ହଜି ଯାଇ ଥିବା ଲିଖିତ ଆକାରେ ଜଣାଇ ଥିଲେ ତା ପର ଦିନ ଆଲୋକ ଦିଗାଲ ବରିକିଆ ଯାଇ ଶାଶୁ ଶଶୁର ଙ୍କୁ ଧମକ ଦେଇ ଫେରି ଥିବା ଗ୍ରାମ ବାସୀ କହିଛନ୍ତି ନିଜେ ସ୍ତ୍ରୀ ଙ୍କୁ ହତ୍ୟାକରି ବାହୁବଳ ଦେଖାଇଛନ୍ତି ଏହି ଯୁବକ ଆଲୋକ ଦିଗାଲ l


More Stories
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance