ଗଞ୍ଜାମ ଜିଲ୍ଲାର(ଆମ ଓଡିଶା ଖବର )ତା:- ୨୮/୦୩/୨୦୨୫ ରିଖ ବ୍ରହ୍ମପୁର ସହର ସ୍ଥିତ ଖଲ୍ଲିକୋଟ କଲେଜପଡିଆ ପରିସର ମଧ୍ୟରେ 5ମ ଥର ପାଈଁ ବୁଲ୍ଟୁ ମେମୋରିଆଲ ବାସ୍ କେଟବଲ୍ ଟୁନାମେଣ୍ଟ 3 ଦିନ ଧରି ଅନୁଷ୍ଠିତ ହୋଇଅଛି। ଆଜି ତା-30.03.25ରିଖ ରବିବାର ଦିନ ଗଞ୍ଜାମ ଜିଲ୍ଲାର ବାସ୍ କେଟବଲ୍ ଖେଳାଳି ମାନଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳ ଶେଷ ପର୍ଯ୍ୟାୟରେ ପହଁଚିଛି। ଆଜିର ଏହି ଶେଷ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ।ବ୍ରହ୍ମପୁର M.L.Aକେ.ଅନୀଲ୍ କୁମାର , ବ୍ରହ୍ମପୁର ଡେପୁଟି ମେୟର ଇ.ବିବେକ ରେଡି, ବ୍ରହ୍ମପୁର Co-operative urban Bank ପ୍ରେସିଡେଣ୍ଟ R.ମୁରଲୀ ମୋହନ, ଭିନ୍ସେଣ୍ଟ ଦାସ,ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ଜେ.କାମେଶ୍ଵର ରାଓ ଯୋଗଦାନ କରି ଖେଳାଳି ମାନଙ୍କୁ ପୁରସ୍କାର ବଣ୍ଟନ ମଧ୍ୟ କରିଥିଲେ।
ଆଦିତ୍ୟ ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l