ରିପୋର୍ଟ :ନାରାୟଣ ଡାକୁଆ
ସୋରଡ଼ା (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିବିରା ପ୍ରାଥମିକ ବିଦ୍ୟାଳୟଠାରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦାସ ପୌରହିତ୍ୟ କରିଥିଲେ l ସି.ଆର. ସି.ସି କାହ୍ନୁ ଚରଣ ପ୍ରଧାନ, ରାଜେନ୍ଦ୍ର କୁମାର ବିଷୋୟୀ,ନିହାର ରଞ୍ଜନ ବେହେରା, ଜନିତା ନାୟକ
ହାଡୁବନ୍ଧୁ ଗୌଡ଼, ଦେବେନ୍ଦ୍ର ରଥ, ମହେଶ୍ୱର ମାହାଙ୍କୁଡ, ଏଶୋ ମେଧି ସାନମାନୀୟ ଅତିଥି ଭାବେ ମଞ୍ଚ ମଣ୍ଡନ କରିଥିଲେ l ବଂଶୀଧର ବିଷୋୟୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ବାସୁଦେବ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ l ସି ଆର ସି ସି ଗଙ୍ଗାଧର ନାୟକଙ୍କୁ ମାନପତ୍ର ଓ ଉପହାର ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା l ବୋରୋସିଙ୍ଗି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l