ରିପୋର୍ଟ :କପିଳେଶ୍ଵର ସିଂହ
ସ୍ୱାସ୍ଥ୍ୟ ଚିକିତ୍ସା ସୁବିଧା ନିମନ୍ତେ ନିରାକାରପୁର ଠାରେ ଡି କେୟାର ସହଯୋଗ ରେ କିଓରଵେ ମାଧ୍ୟମରେ ଖୋଲିଲା ଇ ଚିକିତ୍ସା ସୁବିଧା।ରୋଗୀ ମାନେ ଗ୍ରାମାଞ୍ଚଳରେ ବିଭିନ୍ନ ରୋଗର ଚିକିତ୍ସା କରାଇ ପାରିବେ ଇ ଚିକିତ୍ସା ମାଧ୍ୟମରେ।ଅଭିଗ୍ୟଂ ଡାକ୍ତର ମାନଙ୍କ ପରାମର୍ଶରେ ପାଇ ପାରିବେ ଚିକିତ୍ସା ସୁବିଧା।

ଏହି କିଓରବେ ଇ ଚିକିତ୍ସା ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଭୋକ୍ତା ଲାଭ ପାଇପାରିବେ।ନିରାକାରପୁର ଠାରେ କିଓରବେ ମାଧ୍ୟମରେ ଇ ଚିକିତ୍ସା ସୁବିଧା ଉଦଘାଟିତ।ଏହିଠାରେ ସ୍ତ୍ରୀରୋଗ,ଗଳା ନାସା,ଅସ୍ଥି ଶଲ୍ୟସର୍ଜରୀ,,ଅର୍ଶ,ମଳକଣ୍ଟକ,ଭଗନ୍ଦର,,ମୋତିଆବିନ୍ଦୁ,ହାରନିଆ,ଆପେଣ୍ଡିସାଇଟସ,ହାଇଡ୍ରୋକେୟାର ଭଳି ରୋଗକୁ ଇ ଚିକିତ୍ସା ମାଧ୍ୟମରେ ଅଭିଗ୍ୟଂ ଡାକ୍ତର ମାନଙ୍କ ପରାମର୍ଶ ରେ ଚିକିତ୍ସା କରାଯାଇପାରିବ ବୋଲି କିଓରବେର ପ୍ରତିଷ୍ଠାତା ଲୋକ ମାନଙ୍କୁ ଅବଗତ କରାଇଛନ୍ତି।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l