ବୌଦ୍ଧ(ଚିତ୍ତ ରଞ୍ଜନ ସିଂ):31/8.ବୌଦ୍ଧ ଜିଲ୍ଲା ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରିୟନାଥ ଶର୍ମାଙ୍କ ଅବସର ଗ୍ରହଣ ଅବସରରେ ଆଜି ମହାବିଦ୍ୟାଳୟ ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟlପକ ହିମାଂଶୁ ଶେଖର ରାଉତଙ୍କ ସଭାପତି ତ୍ୱ ରେ ଅନୁଷ୍ଠିତ ହୋଇଛି ।ଏହି ଅଵସର ରେ ଅଧ୍ୟlପକ ସୁଦାମ ପୃଷ୍ଟି ସ୍ଵାଗତ ଭାଷଣ ଦେବା ସହିତ 31 ବର୍ଷ ର ବିବରଣୀ ପଠନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ମନୋଜ ପ୍ରହରାଜ,ଲଲିତ ମହାପାତ୍ର ଅବସର ଅଧ୍ୟକ୍ଷଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଖେଳ ଶିକ୍ଷକ କୁଶଧ୍ୱଜ ମହାକୁଡ଼,ଲାଇବ୍ରେରୀ ଆନ ସୁଲିଲ ମହକୁଡ଼ ଙ୍କ ସମେତ ମାନସ,ପ୍ରଫୁଲ୍ଲ,ଅଜିତ,ଅଶୋକ,ଦିଲ୍ଲୀପ ଏବଂ ଛାତ୍ର ଛାତ୍ରୀ ଇତ୍ୟାଦିଯୋଗଦାନ କରିଏକ ଅଶ୍ରୁଳ ପୂର୍ଣ୍ଣ ପରିବେଶ ମଧ୍ୟରେ ଶ୍ରୀଯୁକ୍ତ ଶର୍ମାଙ୍କୁ ବିଦାୟ ଜଣାଇଥିବା ଦେଖିବାକୁ ମିଳିଛି!
ହରଭଙ୍ଗା ଆଞ୍ଚଳିକ କଲେଜ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା…


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |